ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ : ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି। କ୍ୟାବିନେଟ ସେକ୍ରେଟାଏଟର ସଚିବ(ସୁରକ୍ଷା) ସୁଧୀର କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଆଇବିର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଓ ଏସପିଜି ଆଇ ଏସ.ସୁରେଶ ସଦସ୍ୟ ଅଛନ୍ତି। କେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ହେଲା, ଏଥିପାଇଁ … Continue reading ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ : ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ